IGNOU BODLA 135 SOLVED ASSIGNMENT

BODLA 135 Solved Assignment
High Demand Verified Solution
★★★★★ 5/5 (1140 Students)

₹80

₹30

BODLA 135: Modern Indian Language: Odia

Title Name IGNOU BODLA 135 SOLVED ASSIGNMENT
Type Soft Copy (E-Assignment) .pdf
University IGNOU
Degree BACHELOR DEGREE PROGRAMMES
Course Code BAG
Course Name BACHELOR OF ARTS
Subject Code BODLA 135
Subject Name Modern Indian Language: Odia
Year 2025 2026
Session -
Language English Medium
Assignment Code BODLA 135/Assignment-1/2025 2026
Product Description Assignment of BAG (BACHELOR OF ARTS) 2025 2026. Latest BODLA 135 2026 Solved Assignment Solutions
Last Date of IGNOU Assignment Submission Last Date of Submission of IGNOU BEGC-131 (BAG) 2025-26 Assignment is for January 2026 Session: 30th September, 2026 (for December 2025 Term End Exam).

Semester Wise
January 2025 Session: 30th March, 2026 (for June 2026 Term End Exam).
July 2025 Session: 30th September, 2025 (for December 2025 Term End Exam).
FormatReady-to-Print PDF (.soft copy)

📅 Important Submission Dates

  • July 2025 Session: 31st March, 2026
  • January 2026 Session: 30th September, 2026

Why Choose Our Solved Assignments?

Accuracy: Solved by IGNOU subject experts.
Guidelines: Strictly follows 2025-26 official word limits.
Scoring: Designed to help students achieve 90+ marks.
📋 Assignment Content Preview
Included:

BODLA 135 (July 2025 - January 2026) - ENGLISH

Assignment MIL Odiya

Curse Code-BODLA-135

Programme -BAG(CBCS)

BODLA135

July 2025 & Jan. 2026

ପୂର୍ଣସଂଖ୍ୟା – ୧୦୦

ସମୟ – ୩ ଘଣ୍ଟା -

୧. ଯେକୌଣସି ଚାରୋଟି ପ୍ରଶ୍ନର ଉତ୍ତର ୧୦୦-୧୫୦ ଶବ୍ଦ ମଧ୍ୟରେ ପ୍ରଦାନ କର ।

କ. ମାଦଳାପାଞ୍ଜି

ଖ. ସହଜସାଧନା ତତ୍ତ୍ବ

ଗ. ଆଧୁନିକତା

ଘ. ପୁରୁଷୋତ୍ତମଚେତନା

ଡ. ଡୋକ୍ରାକଣ୍ଢେଇ

ଚ. ଶ୍ୟାମବନ୍ଧୁଙ୍କ ଆଦର୍ଶ

ଛ. ଗୋପୀନାଥ ମହାନ୍ତି

ଜ. ପ୍ରାଚ୍ୟ ଶିକ୍ଷା ମନ୍ଦିର

୨. ଯେକୌଣସି ଚାରୋଟି ପ୍ରଶ୍ନର ଉତ୍ତର ୨୦୦-୩୦୦ ଶବ୍ଦ ମଧ୍ୟରେ ପ୍ର ପ୍ରଦାନ କର ।

କ. ପ୍ରାକ୍‌ସାରଳା ଯୁଗର ସାହିତ୍ୟିକ ବୈଶିଷ୍ଟ୍ୟ ନିର୍ଣ୍ଣୟ କର ।

ଖ. ଉତ୍କଳୀୟ ସୌନ୍ଦର୍ଯ୍ୟ ଓ ଐତିହ୍ୟର ଅଭିବ୍ୟକ୍ତି – ଚିଲିକା, ଏହାର ଯଥାର୍ଥତା ପ୍ରତିପାଦନ କର ।

ଗ. ଶ୍ରୀଜଗନ୍ନାଥ ଧର୍ମ ଓ ଦର୍ଶନର ମହତ୍ତ୍ବ ସଂପର୍କରେ ଲେଖ ।

ଘ. ଓଡ଼ିଶାର ହସ୍ତଶିଳ୍ପ ସଂପର୍କରେ ଟିପ୍ପଣୀ ପ୍ରଦାନ କର ।

ଡ. ଓଡ଼ିଶାରେ ସ୍ବାଧୀନତା ଆନ୍ଦୋଳନର ଇତିହାସ ସଂପର୍କରେ ଆ ରେ ଆଲୋଚନା କର ।

ଚ. ରେବତୀ ଗଳ୍ପ ଅବଲମ୍ୱନରେ ତତ୍‌କାଳୀନ ସମାଜର ସା ବର ସାମାଜିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କର ।

ଛ. ଆଦିବାସୀ ଓ ଅଣଆଦିବାସୀ ଚଳଣି ସଂପର୍କରେ ଏ ଏକ ତୁଳନାତ୍ମକ ଆଲେଖ୍ୟ ପ୍ରଦାନ କର ।

ଜ. “ଏ ଚିତା, ଚିତା ନୁହେଁ, ଏହା ଏକ ଅଲିଭା ସଳିତା" ବାଜିରାଉତ କବିତା ଅବଲମ୍ୱନରେ ଯଥାର୍ଥତା ପ୍ରତିପାଦନ କର ।

୩. ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ୫୦୦-୬୦୦ ଶବ୍ଦ ମଧ୍ଯରେ ପ୍ରଦାନ କର ।

କ. ଓଡ଼ିଆ ଭାଷାର ଉତ୍ପତ୍ତି ସଂପର୍କରେ ଆଲୋଚନା କର ।

ଖ. ଓଡ଼ିଆ ଜାତୀୟ ଜୀବନର ପରିଚାୟକ- ଲୋକଗୀତ ଆଲୋଚନା କର ।

ଗ. ଓଡ଼ିଶାର ଗ୍ରାମାଞ୍ଚଳରେ ରହିଥ‌ିବା ପାରମ୍ପରିକ କଳାନିପୂଣତାର ପରିଚୟ ପ୍ରଦାନ କର ।

ଘ. ଓଡ଼ିଆ କାବ୍ୟ ସାହିତ୍ୟରେ ସାମ୍ୟବାଦୀ ଚେତନାର ସପ‌ ସଫଳ ପରିପ୍ରକାଶ – ‘କୋଣାର୍କ କବିତା’, ଆଲୋଚନା କର ।

ଠି'-ଯଥାର୍ଥତା ଦର୍ଶାଅ थ। ଡ. ଏକ ଉଦ୍‌ବୋଧନମୂଳକ ଚିଠି ‘ଦିଲ୍ଲୀଚିଠି’-

ଚ. ପଠିତ ଭ୍ରମଣବୃତ୍ତାନ୍ତ ଅବଲମ୍ବନ ନରେ ଲଣ୍ଡନରେ ଭାରତୀୟମାନଙ୍କର ସ୍ଥାନ ନିରୂପଣ କର ।

❓ Frequently Asked Questions (FAQs)
Q: How will I receive the PDF?
A: Immediately after payment, the download link will appear and be sent to your email.

Q: Is this hand-written or typed?
A: This is a professional typed computer PDF. You can use it as a reference for your handwritten submission.

Get the full solved PDF for just Rs. 15

Top