IGNOU FOR 1 SOLVED ASSIGNMENT HINDI
₹80
₹30
FOR 1: Oriya
| Title Name | IGNOU FOR 1 SOLVED ASSIGNMENT HINDI |
|---|---|
| Type | Soft Copy (E-Assignment) .pdf |
| University | IGNOU |
| Degree | BACHELOR DEGREE PROGRAMMES |
| Course Code | BDP |
| Course Name | Bachelor Degree Programmes |
| Subject Code | FOR 1 |
| Subject Name | Oriya |
| Year | 2025 |
| Session | - |
| Language | English Medium |
| Assignment Code | FOR 1/Assignment-1/2025 |
| Product Description | Assignment of BDP (Bachelor Degree Programmes) 2025. Latest FOR 1 2026 Solved Assignment Solutions |
| Last Date of IGNOU Assignment Submission | Last Date of Submission of IGNOU BEGC-131 (BAG) 2025-26 Assignment is for January 2026 Session: 30th September, 2026 (for December 2025 Term End Exam). Semester Wise January 2025 Session: 30th March, 2026 (for June 2026 Term End Exam). July 2025 Session: 30th September, 2025 (for December 2025 Term End Exam). |
| Format | Ready-to-Print PDF (.soft copy) |
📅 Important Submission Dates
Why Choose Our Solved Assignments?
• Guidelines: Strictly follows 2025-26 official word limits.
• Scoring: Designed to help students achieve 90+ marks.
📋 Assignment Content Preview
FOR 1 2025 - Hindi
Assignemnt for 2023-24
Course: BDP/FOR-I
Assignment: FOR/TMA
Maximum Marks: 100
1. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକରୁ ଯେ ଯକୌଣସି ୩ଟିର ଉତ୍ତର ଲେଖନ୍ତୁ ।
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅନ୍ୟୁନ ୫୦୦ ଶବ୍ଦରେ ଲେଖିବେ ।)
(କ) ଓଡ଼ିଆର ସାର୍ଥକ ସ୍ବରଧ୍ଵନିଗୁଡ଼ିକ ସମ୍ପର୍କରେ ଆଲୋଚନା କରନ୍ତୁ ।
(ଖ) ସ୍ବର ଲହର ଲହର କ'ଣ ବୁଝାଇ ଲେଖନ୍ତୁ ।
(ଗ) ଅବ୍ୟୟ, ଉପସର୍ଗ ଓ କ୍ରିୟାପଦ ଉପରେ ଆଲୋଚନା କରନ୍ତୁ ।
(ଘ) ବାକ୍ୟର ପ୍ରକାରଭେଦ ଉପରେ ଉଦାହରଣ ଉଦାହରଣ ସହ ଆଲୋଚନା କରନ୍ତୁ।
(৫) তাছান ঘাড়ী ଳ ସମ୍ମିଳନୀର କାର୍ଯ୍ୟ ଓ ଲକ୍ଷ୍ୟ କ'ଣ ?
(ଚ) ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ଜ୍ଞ ବଡ଼ଦେଉଳ ନିର୍ମାଣର ବୃତ୍ତାନ୍ତ ନିଜ ଭାଷାରେ ବର୍ଣ୍ଣନା କରନ୍ତୁ ।
2. ଯେକୌଣସି ୫ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ।
(ପ୍ରତି ପ୍ରଶ୍ନର ଉତ୍ତର ଅନ୍ୟୁନ ୨୫୦ ଶବ୍ଦରେ ଲେଖନ୍ତୁ ।)
(๑) । ବଳାଘାତ କ'ଣ ? ଉଦାହରଣ ସହ ବୁଝାଇ ଲେଖନ୍ତୁ ।
(๓) । ଲେଖକଙ୍କୁ ନିଜ ଘରକୁ ନେବା ପାଇଁ ଲିଙ୍ଗା କାହିଁକି ନାରାଜ ହେଉଥିଲା ?
(ଗ) ଜୈନଧର୍ମ ସହିତ ଜଗନ୍ନାଥ ଧର୍ମର କି ସମ୍ପର୍କ ରହିଛି ?
(ଘ) ପଞ୍ଚସଖାମାନେ ଜଗନ୍ନାଥଙ୍କୁ କିପରି ବର୍ଶନା କରିଛନ୍ତି ?
(ଙ) ଓଡ଼ିଆ ଲୋକ ଗାଥାଗୁଡ଼ିକୁ କେତେ ଭାଗରେ ବିଭାଗୀକରଣ କରାଯାଇଛି, ଏବଂ ସେଗୁଡ଼ିକ କ'ଣ ?
(ଚ) ସାତକୋଶିଆ ଗଣ୍ଡ ସମ୍ପର୍କରେ ଶଶିଭୂଷଣ କ'ଣ ଲେଖିଛନ୍ତି ?
(ଛ) ସମ୍ମିଳନୀର ଉଦ୍ଦେଶ୍ୟ କ'ଣ ବୋଲି ଗୋପବନ୍ଧୁ କହିଛନ୍ତି ?
(ଜ) ଭାରତବର୍ଷରେ ମୁଦ୍ରାଷ୍ଟୀତିର ଦୁଇଟି କାରଣ ସମ୍ପର୍କରେ ଉଲ୍ଲେଖ କରନ୍ତୁ।
3. ଯେକୌଣସି ୫ଟି ପ ପ୍ରଶ୍ନର ଉତ୍ତର ଦିଅନ୍ତୁ ।
(ପ୍ରତି ପ୍ରଶ୍ନର ଉତ୍ତର ପ୍ରାୟ ୫୦ ଶବ୍ଦରେ ଲେଖନ୍ତୁ ।)
(6) । ଭାରତୀୟ ଆର୍ଯ୍ୟଭାଷା ପରିବାର କେଉଁ ତିନୋଟି ସ୍ତର ଦେଇ ଗତି କରିଛି ?
(ଖ) ଓଡ଼ିଆ ଓଡ଼ିଆ ଭାଷାର ସଘୋଷ ବ୍ୟଞ୍ଜନ ଧ୍ଵନିଗୁଡ଼ିକ କ'ଣ ?
(ଗ) କଳିଙ୍ଗ ଅନୁଶାସନ ନା । ନାମରେ ପରିଚିତ ଶିଳାଲେଖଗୁଡ଼ିକ କ'ଣ ?
(ଘ) ମହାପ୍ରସାଦର ଅର୍ଥ କ'ଣ?
(ଙ) ଜଟିଳ ବାକ୍ୟ କ'ଣ ଉଦାହରଣ କ'ଣ ଉଦାହରଣ ସହିତ ବୁଝାଇ ଲେଖନ୍ତୁ ।
(ଚ) ଓଡ଼ିଆରେ କ'ଣ କ'ଣ । ଯୋଗକରି ସଂଯୁକ୍ତ ଶବ୍ଦ ଗଠନ କରାଯାଏ ?
(ଛ) ଲିଙ୍ଗାର ବାପା କେଉଁଥିରେ ସରସ ଥିଲା ?
୧୯୨୧ ମସିହାରେ ଗୋପବନ୍ଧୁ କ’ଣ କରିଥିଲେ ? (କ) ୧୯୨
4. ଯେକୌଣସି ୪ଟିର ସନ୍ଧି ବିଚ୍ଛେଦ କରନ୍ତୁ ।
ଅନ୍ତର୍ଭୁକ୍ତ, ଚିତ୍ତାକର୍ଷକ, ମହୋତ୍ସବ, ପ୍ରତ୍ୟାହୃତ, ତନ୍ମୟ, ପ୍ରଶ୍ନବଳୀ, ତତ୍କାଳ, ଉଚ୍ଛନ୍ନ
5. ଯେକୌଣସି ୪ଟିର ଅର୍ଥ ଲେଖନ୍ତୁ ।
ମେଖଳା, ବସ୍ତିକ, ପ୍ରତ୍ୟାଶା, ପ୍ରୟାସ, ମୃଣ୍ମୟ, ସ୍ଥଗିତ, ଅହରହ, ଅସନା
6. ଯେକୌଣସି ୪ଟିର ସମାସ ଚିହ୍ନିତ କରନ୍ତୁ ।
କୃତସଂକଳ୍ପ, ଅଭେଦ, ଗଣତନ୍ତ୍ର, କାନମୋଡ଼ା, କେନ୍ଦ୍ରସରକାର, ଯୁକ୍ତରାଷ୍ଟ୍ର, ନୃତ୍ୟରତ, ଉପାସନାପୀଠ
7. ଯେକୌଣସି ୪ଟିର ଉପସର୍ଗ ଚିହ୍ନିତ କରନ୍ତୁ ।
ଉପଜାତି, ଅଭିଷେକ, ଅନୁମାନ, ଉତ୍କୃଷ୍ଟ, ସଂସ୍କାର, ଅବତାର, ପରାମର୍ଶ, ବିସ୍ତୃତ
8. ଯେକୌଣସି ୪ଟିର ବିପରୀତ ଅର୍ଥ ଲେଖନ୍ତୁ ।
ସୁଷମ, ବ୍ୟୟ, ଅଧର୍ମ, ନିରକ୍ଷର, ସରସ, ଜାତୀୟ, ଗୌରବ, ବିଭକ୍ତ
୨. ଯେକୌଣସି ୫ଟିର ଏକପଦୀକରଣ କରନ୍ତୁ ।
ଜୀବନଥିବା ପର୍ଯ୍ୟନ୍ତ
ନାହିଁ ଅର୍ଥ ଯହିଁରେ
ଅଚିନ୍ତ୍ଯ ଅଟେ ଶକ୍ତି ଯାହାଙ୍କର
ପରିଚାଳନା କରେ ଯେ
ଯାହା ପରମ୍ପରାଗତ
କାଠକାମ କରେ ଯେ
ମଜୁରୀ ଖଟେ ଯେ
ନୁହେଁ ବିନ୍ୟସ୍ତ
❓ Frequently Asked Questions (FAQs)
A: Immediately after payment, the download link will appear and be sent to your email.
Q: Is this hand-written or typed?
A: This is a professional typed computer PDF. You can use it as a reference for your handwritten submission.
Get the full solved PDF for just Rs. 15